ଆସନ୍ତାକାଲି ଝାରସୁଗୁଡା ଗସ୍ତ କରିବେ ଉନ୍ନୟନ କମିଶନର ଏବଂ ୫-ଟି ସଚିବ

Published By : Prameya-News7 Bureau | April 30, 2020 IST

ଝାରସୁଗୁଡା୩୦/୪: ଆସନ୍ତାକାଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ ଝାରସୁଗୁଡା ଗସ୍ତ କରିବେ। କୋଭିଡ଼-୧୯ ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରିବେ ସମୀକ୍ଷା । ମେ ୧ ତାରିଖ ସକାଳ ୯ଟା ୨୦ ମିନିଟରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଝାରସୁଗୁଡାରେ ପହଞ୍ଚି ଜିଲ୍ଲାପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାର କରୋନା ସ୍ଥିତିର ସମୀକ୍ଷା କରି ପୁଣି ସୁନ୍ଦରଗଡ ଗସ୍ତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.