ଅପରାହ୍ନ ୪.୩୦ରେ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 19, 2020 IST

ଭୁବନେଶ୍ୱର ୧୯।୦୪: ରାଜ୍ୟବାସୀଙ୍କୁ ପୁଣି ଥରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଦେବେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବେ । ତେବେ ପ୍ରବାସୀ ଓଡିଆମାନଙ୍କ ପାଇଁ କିଛି ବଡ ଘୋଷଣା କରିବାର ସୂଚନା ରହିଛି । ଲକ୍‌ଡାଉନ୍‌ ଯୋଗୁଁ ଦୀର୍ଘ ଦିନ ହେଲା ବାହାର ରାଜ୍ୟରେ ଫସିରହିଛନ୍ତି ପ୍ରବାସୀ ଓଡିଆ । ସେହିପରି ଆସନ୍ତାକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ନିୟମ କୋହଳ କରିବା ନେଇ ମଧ୍ୟ ଘୋଷଣା କରିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.