ଶାରଦା ପ୍ରସନ୍ନଙ୍କ ନାଁରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
19/09/2020 at 5:27 PM

ଭୁବନେଶ୍ୱର୧୯/୯: ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ଗୀତି କବିତା ପୁରସ୍କାର। ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏନେଇ ଅଢେଇ ଲକ୍ଷ ଟଙ୍କା ଦେବ ।
ଶନିବାର ସନ୍ଧ୍ୟାରେ ଶାରଦାଙ୍କ ରାଜ୍ୟସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ଏହାର ଆୟୋଜନ କରିବ । ତେବେ ଶାରଦାପ୍ରସନ୍ନଙ୍କ ଅବଦାନ ଓଡିଶା କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
Related Posts
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022