ନକଟିପାଲି ନଦୀରେ ଭାସିଗଲା କାର୍; ଚାଳକ ନିଖୋଜ୍
20/08/2022 at 9:23 PM

କୁଚିଣ୍ଡା ୨୦/୦୮: କୁଚିଣ୍ଡା ପାଖ ନକଟିପାଲି ନଦୀରେ ଏକ କାର୍ ଭାସିଯାଇଛି। ଲଇଡା-ଫାଶୀମାଲ ପୋଲରେ ରାସ୍ତା ପାର ହେବା ବେଳେ ଏପରି ଅଘଟଣ ଦେଖିବାକୁ ମିଳିଛି। ଭାସିଯାଇଥିବା କାର୍ର ପତ୍ତା ମିଳି ପାରିନାହିଁ। ଅନ୍ୟପଟେ କାର୍ ଚାଳକଙ୍କ ନିଖୋଜ ଥିବା ଜଣାପଡ଼ିଛି। ଲଗାଣ ବର୍ଷା ସମୟରେ ପୋଲ ଉପରେ କାର୍ଟି ଯାଉଥିବା ବେଳେ ଏପରି ଘଟଣା ଘଟିଛି।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023