AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ନକଟିପାଲି ନଦୀରେ ଭାସିଗଲା କାର୍‌; ଚାଳକ ନିଖୋଜ୍‌

20/08/2022 at 9:23 PM

କୁଚିଣ୍ଡା ୨୦/୦୮: କୁଚିଣ୍ଡା ପାଖ ନକଟିପାଲି ନଦୀରେ ଏକ କାର୍‌ ଭାସିଯାଇଛି। ଲଇଡା-ଫାଶୀମାଲ ପୋଲରେ ରାସ୍ତା ପାର ହେବା ବେଳେ ଏପରି ଅଘଟଣ ଦେଖିବାକୁ ମିଳିଛି। ଭାସିଯାଇଥିବା କାର୍‌ର ପତ୍ତା ମିଳି ପାରିନାହିଁ। ଅନ୍ୟପଟେ କାର୍‌ ଚାଳକଙ୍କ ନିଖୋଜ ଥିବା ଜଣାପଡ଼ିଛି। ଲଗାଣ ବର୍ଷା ସମୟରେ ପୋଲ ଉପରେ କାର୍‌ଟି ଯାଉଥିବା ବେଳେ ଏପରି ଘଟଣା ଘଟିଛି।    

   Related Posts