Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ସବୁଠୁ ଗରିବ ୧୦ଟି ରାଜ୍ୟର ତାଲିକା : ଦେଖନ୍ତୁ

18/07/2019 at 12:47 PM

୧୦.ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଭାରତର ସବୁଠୁ ଗରିବ ରାଜ୍ୟ ଭାବେ ଜଣାଯାଇଥାଏ। ହିମାଚଳ ପ୍ରଦେଶର ଜିଡିପି ପାଖାପାଖି ୧,୫୨କୋଟି ଟଙ୍କା।

୯. ଗୋଆ : ଗୋଆ ଭାରତର ନବମ ଗରିବ ରାଜ୍ୟ ଭାବେ ଜଣାଯାଏ। ଗୋଆର ଜିଡିପି ପାଖାପାଖି ୭୦,୪୦୦କୋଟି ଟଙ୍କା।

୮. ତ୍ରିପୁରା : ତ୍ରିପୁରା ଭାରତର ଅଷ୍ଟମ ସବୁଠୁ ଗରିବ ରାଜ୍ୟ ଭାବେ ଜଣାଯାଏ।  ତ୍ରିପୁରାର ଜିଡିପି ପାଖାପାଖି ୩୪,୩୬୮କୋଟି ଟଙ୍କା।

୭. ମେଘାଳୟ : ଭାରତର ସପ୍ତମ ଗରିବର ରାଜ୍ୟ ମେଘାଳୟର ଜିଡିପି ପାଖାପାଖି ୨୭,୨୨୮କୋଟି ଟଙ୍କା।

୬. ସିକିମ୍ : ସିକିମ୍ ମଧ୍ୟ ଭାରତର ଗରିବ ରାଜ୍ୟ ଭାବେ ଜଣାଯାଇଥାଏ। ସିକିମର ଜିଡିପି ପାଖାପାଖି ୨୨,୨୪୮କୋଟି ଟଙ୍କା।

୫. ନାଗାଲାଣ୍ଡ : ନାଗାଲାଣ୍ଡ ଭାରତର ପଞ୍ଚମ ଗରିବ ରାଜ୍ୟ। ନାଗାଲାଣ୍ଡର ଜିଡିପି ପାଖାପାଖି ୨୧,୪୮୮କୋଟି ଟଙ୍କା।

୪. ମଣିପୁର : ମଣିପୁର ଭାରତର ଚତୁର୍ଥ ଗରିବ ରାଜ୍ୟ। ଏହାର ଜିଡିପି ପାଖାପାଖି ୨୧,୦୬୬କୋଟି ଟଙ୍କା।


୩. ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶ ଭାରତର ତୃତୀୟ ଗରିବ ରାଜ୍ୟ। ଏହାର ଜିଡିପି ପାଖାପାଖି ୨୦,୨୫୯କୋଟି ଟଙ୍କା।

୨.ମିଜୋରାମ : ମିଜୋରାମ ଭାରତର ଦ୍ବିତୀୟ ଗରିବ ରାଜ୍ୟ। ଏହାର ଜିଡିପି ପାଖାପାଖି ୧୭,୬୧୩କୋଟି ଟଙ୍କା।

୧. ଆଣ୍ଡାମାନ ନିକୋବର :  ଆଣ୍ଡାମାନ ନିକୋବର ଭାରତର ସବୁଠୁ ଗରିବ ରାଜ୍ୟ ଭାବେ ଜଣାଯାଇଥାଏ। ଏହାର ଜିଡିପି ପାଖାପାଖି ୬,୬୪୯କୋଟି ଟଙ୍କା।

   Related Posts