ଜାମ୍ମୁ କାଶ୍ମୀର କୁପଓ୍ବାଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ;୨ ଆତଙ୍କବାଦୀ ନିହତ
31/05/2018 at 6:35 AM

ଜାମ୍ମୁ କାଶ୍ମୀର କୁପଓ୍ବାଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ବୁଧବାର ରାତି କୁପଓ୍ବାଡା ସେକ୍ଟର କାଜିଆବାଦ ଜଙ୍ଗଲରେ ସେନା ପେ।ଟ୍ରେ।ଲିଂ ଚାଲିଥିବାବେଳେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଏହାର ଜବାବରେ ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହେ।ଇଛନ୍ତି । ୨ ଜଣ ଆତଙ୍କବାଦୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜେ।ଦାର କରାଯାଇଛି ।