oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଅଚାନକ ପଡ଼ି ମରିଯାଉଛନ୍ତି ଶହ ଶହ କୁକୁର, ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

19/02/2021 at 9:59 PM

କୋଲକାତା ୧୯/୦୨: ଅଚାନକ୍‌ ଶହ ଶହ ବୁଲା କୁକୁରଙ୍କ ମୃତ୍ୟୁ ହେଉଛି । କାରଣ ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ଅଜାଣା ରୋଗ ବ୍ୟାପୁଥିବା ନେଇ ଆଶଙ୍କା କରିଛନ୍ତି ପ୍ରାଣୀ ବିଶେଷଜ୍ଞ। ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ବୁଲା କୁକୁରଙ୍କ ମୃତ୍ୟୁ ହେଉଥିବା ନେଇ ସୂଚନା ମିଳିଛି। ଏବେ ସୁଦ୍ଧା ୨୦୨ କୁକୁରଙ୍କ ମୃତ୍ୟୁ ହୋଇଛି।

କୁକୁର ଅଚାନକ ମରୁଥିବା ନେଇ ଖବର ମିଳିବା ପ​‌ରେ ସାଧାରଣରେ ଚିନ୍ତା ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ୬୦ କୁକରଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ଦିନ ୯୭ ଏବଂ ଗୁରୁବାର ୪୫ଟି କୁକର ମରିଛନ୍ତି। ଏନେଇ ଜିଲ୍ଲା ପ୍ରାଶସନକୁ ସୂଚନା ଦିଆଯାଇଛି। ମୃତ କୁକୁରଙ୍କ ନମୂନା ଯାଞ୍ଚ ପାଇଁ କୋଲକାତା ପଠାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

ଭୂତାଣୁ ଜନିତ ସଂକ୍ରମଣ ପାଇଁ କୁକୁର ମରୁଛନ୍ତି ବୋଲି ପ୍ରାଣୀ ଚିକିତ୍ସକ ଅନୁମାନ କରୁଛନ୍ତି । ଏନେଇ ଲୋକ ଭୟ କରିବାର କିଛି କାରଣ ନାହିଁ। କାରଣ ଏହା ଲୋକଙ୍କ ପାଖକୁ ସଂକ୍ରମଣ ହେବାର ସମ୍ଭାବନା ନାହିଁ। ତେବେ ମୃତ କକୁରଙ୍କୁ ପୋତା ଯାଇଥିବା ଅଧିକାରୀ କହିଛନ୍ତି।

   Related Posts