oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପିଲାଚୋରି ସନ୍ଦେହରେ ମାଡ଼

14/02/2021 at 9:57 AM

ଜଳେଶ୍ୱର ୧୪।୦୨: ଯୁବକଙ୍କ ନିର୍ଦ୍ଦୁମ ଛେଚିଲେ ଗ୍ରାମବାସୀ । ପିଲାଚୋର ସନ୍ଦେହରେ ମାଡ଼ ହୋଇଛି । ପରେ ସକାଳ ସମୟରେ ପୋଲିସକୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡିଆ ଗାଁରେ ଘଟିଛି ।

ଖବର ଅନୁଯାୟୀ, କୁଡିଆ ଗାଁରେ ଏକ ବାହାଘର କାର୍ଯ୍ୟ ଚାଲିଥିଲାବେଳେ, ପରିବାର ଜଣେ ସଦସ୍ୟଙ୍କ ଦେହଖରାପ ହୋଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଯାଉଥିଲେ । ଘରେ ପ୍ରାୟ ସମସ୍ତେ ବ୍ୟସ୍ତ ଥାନ୍ତି। ରାତି ପ୍ରାୟ ଗୋଟାଏ ସମୟରେ ଜଣେ ଅଜଣା ଯୁବକ ଆସି ଖାଇବାକୁ ମାଗିଥିଲେ, ଘର ଲୋକେ ଯୁବକକୁ ପଲଥିନରେ ଖାଇବା ଦେଇ କବାଟ ବନ୍ଦ କରିଦେଇଥିଲେ।

ତେବେ ରାତି ୨ ଟା ସମୟରେ ଯୁବକ ଜଣକ ଦୁଇ ମହଲା ଛାତ ଉପର ଦେଇ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥଲା । ଠିକ୍‌ ଏହି ସମୟରେ ପରିବାର ଲୋକ ପାଟିକରିବାରୁ ଯୁବକ ଜଣକ ଛାତରୁ ଡେଇଁ ପଳାଇଥିଲେ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ଯୁବକକୁ ଧରି ନିର୍ଦ୍ଦୁମ ଛେଚିବା ପରେ ସତପ୍ରକାଶ କରିଥିବା ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ ଯେ,  ମାଡ ଖାଇଥିବା ଯୁବକଜଣଙ୍କ ଗାଡି ଚୋରି ଅଭିଯୋଗରେ ଜେଲ ଯାଇଥିଲା । ସେଠାରେ ସ୍ତ୍ରୀକୁ ମାରି ଜେଲରେ ରହୁଥିବା ଅରୁପ ପ୍ରଧାନ ନାମକ ଯୁବକ ସହ ସାକ୍ଷାତ ହୋଇଥିଲା । ଏହାପରେ ଯୁବକ ଜଣକ ଅରୁପର ପୁଅକୁ ନେବାକୁ କୁଆଡେ ପ୍ରତିଶୃତି ଦେଇଥିଲେ। ଆଜିନେବାକୁ ଆସିଥିଲା । ତେବେ ଅଟକ ଯୁବକ ଜଣକ ହେଲେ ବିଶ୍ବଜିତ ଜେନା, ଘର ବାଲିଆପାଳ ଥାନା ମାଣିକ ସିମୁଳିଆ ଗାଁର ବୋଲି ଜଣାପଡିଛି।

   Related Posts