previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା : ଟେକା ମାଡରେ ଭାଙ୍ଗିଲେ ଆମ୍ବୁଲାନ୍ସ

7/07/2022 at 5:14 PM

ଜଗତସିଂହପୁର ୭: ଜଗତସିଂହପୁର ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଅଭିଯୋଗରେ ଟେକା ପଥର ମାରି ଆମ୍ବୁଲାନ୍ସ ଭାଙ୍ଗି ଦେଲେ ଦୁର୍ବୃତ୍ତ । ଟେକା ପଥର ମାଡ଼ରେ ଚାଳକ ସହ ଦୁଇ ଆହତ ହୋଇଛନ୍ତି ।

ଦୁର୍ଘଟଣାରେ ଆହତ ରୋଗୀଙ୍କୁ କଟକ ନେବାପାଇଁ ଆସିଥିଲା ୧୦୮ ଆମ୍ବୁଲାନ୍ସ । ଡାକ୍ତରଖାନାରେ ପଶି ଡାକ୍ତରଙ୍କୁ ବି ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଲା ବିରିଡି ଥାନା ପୋଲିସ । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

   Related Posts