vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଝିଅ କାହାର ? ପାଳିତ ମା ଓ ଜନ୍ମକଲା ମା ଭିତରେ ଟଣାଓଟରା

19/06/2022 at 2:30 PM

ଭୁବନେଶ୍ୱର ୧୯।୦୬: ଭୁବନେଶ୍ୱର ମୁଣ୍ଡାସାହି ବସ୍ତିରେ କୁନି ଝିଅକୁ ଘର ମାଲିକ ନେଇଯିବା ଘଟଣାରେ ନୂଆମୋଡ଼। ୯ ବର୍ଷର ନାବାଳିକାକୁ ନେଇ ପାଳିତ ମା ଓ ଜନ୍ମକଲା ମା ଭିତରେ ଟଣାଓଟରା । ରବିବାର ପୋଲିସ ଓ ଚାଇଲ୍ଡ ଲାଇନ୍ ମୁଣ୍ଡା ସାହି ବସ୍ତିରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଚାଇଲ୍ଡ ଲାଇନ ଓ ପୋଲିସ ଉଭୟ ପକ୍ଷଙ୍କୁ ମଞ୍ଚେଶ୍ବର ଥାନାକୁ ଆଣି ସମାଧାନର ଉଦ୍ୟମ କରୁଛନ୍ତି। ଚାଇଲ୍ଡ ଲାଇନ୍ ପକ୍ଷରୁ କୁହାଯାଇଛି ଝିଅ ଯାହାର ହୋଇଥାଉ ନା କାହିଁକି ଆଇନ ଅନୁସାରେ ହସ୍ତାନ୍ତର କରାଯିବ।

   Related Posts