ଝିଅ କାହାର ? ପାଳିତ ମା ଓ ଜନ୍ମକଲା ମା ଭିତରେ ଟଣାଓଟରା

Published By : Prameya-News7 Bureau | June 19, 2022 IST

ଭୁବନେଶ୍ୱର ୧୯।୦୬: ଭୁବନେଶ୍ୱର ମୁଣ୍ଡାସାହି ବସ୍ତିରେ କୁନି ଝିଅକୁ ଘର ମାଲିକ ନେଇଯିବା ଘଟଣାରେ ନୂଆମୋଡ଼। ୯ ବର୍ଷର ନାବାଳିକାକୁ ନେଇ ପାଳିତ ମା ଓ ଜନ୍ମକଲା ମା ଭିତରେ ଟଣାଓଟରା । ରବିବାର ପୋଲିସ ଓ ଚାଇଲ୍ଡ ଲାଇନ୍ ମୁଣ୍ଡା ସାହି ବସ୍ତିରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଚାଇଲ୍ଡ ଲାଇନ ଓ ପୋଲିସ ଉଭୟ ପକ୍ଷଙ୍କୁ ମଞ୍ଚେଶ୍ବର ଥାନାକୁ ଆଣି ସମାଧାନର ଉଦ୍ୟମ କରୁଛନ୍ତି। ଚାଇଲ୍ଡ ଲାଇନ୍ ପକ୍ଷରୁ କୁହାଯାଇଛି ଝିଅ ଯାହାର ହୋଇଥାଉ ନା କାହିଁକି ଆଇନ ଅନୁସାରେ ହସ୍ତାନ୍ତର କରାଯିବ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.