କମେଣ୍ଟମରାକୁ କେନ୍ଦ୍ର କରି ବିଜେବି କଲେଜରେ ୨ ଗୋଷ୍ଠୀ ସଂଘର୍ଷ, ୩ ଛାତ୍ର ଆହତ

ଭୁବନେଶ୍ବର ୪।୮: ଭୁବନେଶ୍ବର ସ୍ଥିତ ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କମେଣ୍ଟମରାକୁ କେନ୍ଦ୍ରକରି ଦୁଇ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି । ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଉଭୟ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଛି । ଗଣ୍ଡଗୋଳ ଘଟଣାରେ ୩ ଜଣ ଯୁକ୍ତ ୩ ଛାତ୍ର ଆହତ ହୋଇଛନ୍ତି । ଗୁରୁବାରର କମେଣ୍ଟ ମରା ଘଟଣା ପ୍ରିନ୍ସିପାଲଙ୍କୁ ଜଣାଇବାରୁ ମାଡ଼ ମରାଯାଇଥିବା ଜଣାପଡିଛି । … Continue reading କମେଣ୍ଟମରାକୁ କେନ୍ଦ୍ର କରି ବିଜେବି କଲେଜରେ ୨ ଗୋଷ୍ଠୀ ସଂଘର୍ଷ, ୩ ଛାତ୍ର ଆହତ