ସମ୍ବଲପୁର ‘ପ୍ରମେୟ’ ସଂସ୍କରଣର ୧୦ ବର୍ଷ ପୁର୍ତ୍ତି; ପାଳନ ହେଲା ୧୧ତମ ଜନ୍ମଦିନ
26/12/2022 at 11:28 PM

ସମ୍ୱଲପୁର ୨୬/୧୨: ସୋମବାର ‘ପ୍ରମେୟ’ ସମ୍ବଲପୁର ସଂସ୍କରଣ ତାର ୧୦ ବର୍ଷ ପୂର୍ତ୍ତି ତଥା ୧୧ତମ ଜନ୍ମଦିବସ ପାଳନ କରିଛି। ପ୍ରମେୟ ୧୧ ବର୍ଷରେ ପ୍ରବେଶ କରିବା ପରେ ଏନେଇ ସୋମାବାର ଆଞ୍ଚଳିକ କାର୍ଯ୍ୟାଳୟରେ କେକ୍ କାଟିବା ସହ ୨୦୨୩ ପାଇଁ କ୍ୟାଲେଣ୍ଡର ଉନ୍ମୋଚନ ହୋଇଛି। ଏଥିରେ ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।
ପରେ ସେଠାରେ ପ୍ରଦୀପଙ୍କ ସହିତ ମିଶି ସମସ୍ତେ କେକ୍ କାଟିଥିଲେ। କମିଶନର ସେହି ସମୟରେ ନୂଆ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ଏହି ଅବସରେ ସଂସ୍କରଣ ମୁଖ୍ୟ ଶ୍ବେତକୁମାର ପ୍ରଧାନ, ଡେସ୍କ ଇନଚାର୍ଚ୍ଚ ପଞ୍ଚାନନ କରାଲି, ସମ୍ବଲପୁର ଜିଲ୍ଲା ପ୍ରତିନିଧି ଜ୍ଞାନବ୍ରତ ଭୋଇଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Related Posts
ମିଳୁନି ଜମାରାଶି, ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣସତ୍ୟାଗ୍ରହ
8 February 2023
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8 February 2023
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023