ଭାଲୁ ଆକ୍ରମଣରେ ୧୦ ଆହତ; ୬ ଜଣ ମେଡ଼ିକାଲ୍ରେ ଭର୍ତ୍ତି
25/01/2023 at 6:36 PM

କେନ୍ଦୁଝର ୨୫/୦୧ କେନ୍ଦୁଝର ଚମ୍ପୁଆ ରେଞ୍ଜର ବାଲିବନ୍ଧ ବିଟ ଅଞ୍ଚଳର ତିନୋଟି ଗାଁରେ ଭାଲୁ ଆକ୍ରମଣ। ଏହି ଭାଲୁ ଆକ୍ରମଣ ଫଳରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ୟରୁ ୬ ଜଣଙ୍କୁ ଏବେ ଝୁମ୍ପୁରା ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023