କୋରାପୁଟରେ ଡରାଇଲାଣି ଡେଙ୍ଗୁ, ଗୋଟିଏ ଅଞ୍ଚଳରୁ ଦିନକରେ ଚିହ୍ନଟ ହେଲେ ୧୦ ଆକ୍ରାନ୍ତ

କୋରାପୁଟ ୮।୮: ଲଗାଣ ବର୍ଷା ପରେ ଏବେ ଡରାଉଛି ଡେଙ୍ଗୁ । କୋରାପୁଟ ପୌର ପରିଷଦରେ ଏବେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ପୌର ପରିଷଦର ମିଶନ କମ୍ପାଉଣ୍ଡ ଠାରେ ପ୍ରତ୍ୟେକଟି ଘରେ ଅଛନ୍ତି ଡେଙ୍ଗୁ ସଂକ୍ରମିତ । ଗୋଟିଏ ଦିନରେ ୧୦ରୁ ଉର୍ଦ୍ଧ୍ବ ଡେଙ୍ଗୁ ପଜିଟିଭ ଥିବା ବେଳେ ଅଧିକାଂଶ ଘରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ଲୋକେ । ସୋମବାର ଜଣେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କର କୋରାପୁଟ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ … Continue reading କୋରାପୁଟରେ ଡରାଇଲାଣି ଡେଙ୍ଗୁ, ଗୋଟିଏ ଅଞ୍ଚଳରୁ ଦିନକରେ ଚିହ୍ନଟ ହେଲେ ୧୦ ଆକ୍ରାନ୍ତ