ମନ୍ଦିର ଉଚ୍ଛେଦକୁ ବିରୋଧ
13/06/2018 at 5:38 AM

ମନ୍ଦିର ଉଚ୍ଛେଦକୁ ବିରୋଧ | ବ୍ରହ୍ମପୁର ରାମଲିଙ୍ଗେଶ୍ୱର ହନୁମାନ ମନ୍ଦିରକୁ ବିଏମସି ପକ୍ଷରୁ ଉଚ୍ଛେଦ କରାଯାଉଛି | ତେବେ ମନ୍ଦିର ଭଙ୍ଗା ଯିବାକୁ ବିଜେପି ଓ ବଜରଙ୍ଗ ଦଳ କର୍ମୀମାନେ ବିରୋଧ କରିଛନ୍ତି | ଗତରାତିରୁ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି | ୧୦ ଜଣକୁ ଅଟକ ରଖିଛି ପୋଲିସ | ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି | ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୃତୟନ ଅଛନ୍ତି |
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023