LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତେଜ – ଐଶ୍ଵର୍ଯ୍ୟା ବାହାଘର

12/05/2018 at 11:11 AM

ଆଜି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ବାହାଘର । ପାଟନା ସ୍ଥିତ ବିହାର ଭେଟେରିନାରି କଲେଜ ପଡିଆରେ ଏହି ହାଇପ୍ରୋଫାଇଲ ବାହାଘର ଲାଗି ବିରାଟ ଆୟୋଜନ ହୋଇଛି । ୫୦ସଜ୍ଜିତ ଘୋଡା ବାହା ରୋଷଣୀର ସାମିଲ ହେବେ, ୭ ହଜାର ଅତିଥିଙ୍କ ପାଇଁ ଆୟଜନ ।
ଆରଜେଡି ସୁପ୍ରମୋଙ୍କ ପୁଅ ତେଜପ୍ରତାପ ଆରଜେଡି ବିଧାୟିକା ଚନ୍ଦ୍ରିକା ରାଇଙ୍କ ଝିଅ ଐଶର୍ଯା ରାଇଙ୍କୁ ବାହା ହେଉଛନ୍ତି । ଏହି ଜାକଜମକପୂର୍ଣ୍ଣ ବାହାଘର ଲାଗି ପାଟନାର ବହୁ ପ୍ରମୂଖ ହୋଟେଲରେ ୭୫ରୁ ଅଧିକ ପ୍ରକୋଷ୍ଠ ବୁକ୍‌ କରାଯାଇଛି । ପୁଅ ବାହାଘର ଲାଗି ଲାଲୁଙ୍କୁ ତିନିଦିନ ପାରୋଲ ମିଳିଛି ।

Leave a Reply

   Related Posts