LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ କଲେ ମୋରମ ମାଫିଆ

26/05/2023 at 4:59 PM

କାମାକ୍ଷାନଗର ୨୬।୫: ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ଓ ଆରଆଇଙ୍କୁ ମୋରମ ମାଫିଆ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ମୋରମ ଖୋଳା ହେଉଥିବା ବେଳ ତହସିଲଦାର ଚଢାଉ କରିବା ପାଇଁ ଯାଇଥିଲେ । ଏହି ସମୟରେ ୭ରୁ ୮ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ତହସିଲଦାରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts