ଅହମ୍ମଦାବାଦ୍‌ରେ ଟିମ୍‌ ଇଣ୍ଡିଆକୁ ହରାଇବା ମୁସ୍କିଲ୍‌… ୭୫୪୭ ଦିନ ପରେ ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍‌ଲା

ଅହମ୍ମଦାବାଦ୍‌ ୧୮।୧୧ :  ୨୩ ମାର୍ଚ୍ଚ ୨୦୦୩, ଯେଉଁଦିନ ଭାଙ୍ଗିଥିଲା କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ । ଜୋହାନସବର୍ଗରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା ଫାଇନାଲ ଫାଇଟ୍‌ । ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଉଭୟ ଟିମ୍‌ । ଅଧିନାୟକ ରିକି ପଣ୍ଟିଂଙ୍କ ୧୪୦ ରନ୍‌ର ଧୁଆଁଧାର ଇନିଂସ ବଳରେ ଅଷ୍ଟ୍ରେଲିଆ ୩୫୯ ସ୍କୋର ବିଶାଳ ସ୍କୋର କରିଥିଲା । ଯାହାକୁ ପିଛା କରି ପରାସ୍ତ କରିବା ସେତେବେଳେ ଥିଲା ଅସମ୍ଭବ । … Continue reading ଅହମ୍ମଦାବାଦ୍‌ରେ ଟିମ୍‌ ଇଣ୍ଡିଆକୁ ହରାଇବା ମୁସ୍କିଲ୍‌… ୭୫୪୭ ଦିନ ପରେ ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍‌ଲା