କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍, ଭୁବନେଶ୍ବରରେ ପହଞ୍ଚିଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | May 19, 2019 IST

ଭୁବନେଶ୍ବର ୧୯|୫: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫାଇଟ୍ । ଜୁନ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି ।

{"id":113475}

ଏଥିରେ ଭାଗ ନେବାକୁ ପ୍ରଥମ ଦଳ ଭାବେ ଟିମ୍ ଇଣ୍ଡିଆ ଆଜି ଭୁବନେଶ୍ବରରେ ପହଞ୍ଚିଛି । ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ଜାପାନ, ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷିଆ, ଉଜବେକିସ୍ତାନ ଅଂଶ ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.