ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ଅଧ୍ୟାପକ ମିଳିତ ମଂଚ ଆନ୍ଦୋଳନ ସ୍ଥଗିତ
13/10/2018 at 3:51 PM

ଭୁବନେଶ୍ୱର ୧୩/୧୦ : ଶିକ୍ଷକ ଅଧ୍ୟାପକ ମିଳିତ ମଂଚ ଆନ୍ଦୋଳନକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି | ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସାମୟିକ ଭାବେ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଂଚ ଷ୍ଟିୟରିଂ କମିଟି ନିଷ୍ପତ୍ତି ନେଇଛି | ପର୍ଯ୍ୟାୟକ୍ରମେ ଦାବି ପୂରଣ କରାଯିବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି |
Related Posts
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023