vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

କରୋନା ମୁକାବିଲା ପାଇଁ ଦିନକର ଦରମା ପ୍ରଦାନ କଲେ ଶିକ୍ଷକମାନେ

31/08/2020 at 10:19 PM

ନୀଳଗିରି୩୧/୮: କରୋନା ଭଳି ମହାମାରୀର ମୁକାବିଲା ନେଇ ଦେଶର ଅର୍ଥନୀତି ଭୁଶୁଡି ପଡ଼ିଲାଣି। ନୀଳଗିରିର ଏକ୍ସ କ୍ୟାଡ୍‌ର ପ୍ରାଥମିକ ଶିକ୍ଷକ ସଂଘର ୧୫୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ଗୋଟିଏ ଦିନର ଦରମା ଦାନ କରିଛନ୍ତି। ପ୍ରତ୍ୟେକ ଶିକ୍ଷକ ୯୮୭ ଟଙ୍କାର ଲେଖାଏଁ ଆଦାୟ କରି ମୋଟ ୧ ଲକ୍ଷ ୫୪ ହଜାର ୯୫୯ ଟଙ୍କା ନୀଳଗିରି ବିଡ଼ିଓ ଭଗିରଥି ଗିରିଙ୍କ ଉପସ୍ଥିତିରେ ଦାନ କରିଛନ୍ତି। ଏଥିରେ ମନ୍ମଥ ମଲ୍ଲିକ, ଅକ୍ଷୟ ଦାସ, ରତିକାନ୍ତ ବେହେରା, ଉଦ୍ଧବ ଦେହୁରୀ, ବାସନ୍ତୀ ନାୟକ, ସନାତନ ପୃଷ୍ଟି, ନରହରି ସିଂ, ମହେଶ୍ୱର ସେଠି, ଏବିଓ ରବିନାରାୟଣ ପରିଡା, ଯୋଗେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।

   Related Posts