AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ଶ୍ରେଣୀ ଗୃହରୁ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଠାବ, ମାନସିକ ଚାପକୁ ନେଇ ଆତ୍ମହତ୍ୟା !

19/02/2020 at 3:17 PM

ନିମାପଡା ୧୯।୦୨: ଶ୍ରେଣୀ ଗୃହରୁ ଝୁଲନ୍ତା ଅବସ୍ଥାରେ ଶିକ୍ଷକଙ୍କ ଶବ ଉଦ୍ଧାର। ଶିକ୍ଷକ ଜଣକ  ଧିରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆର୍ତ୍ତତାଣ ସ୍ୱାଇଁ । ଘଟଣାସ୍ଥଳରେ ନିମାପଡା ପୋଲିସ  ପହଞ୍ଚଟି ତଦନ୍ତ ଆରମ୍ଭ କରିଛି ।

ସୂଚନୋଯୋଗ୍ୟ ଯେ, ବୁଧବାର ଦିନ ଆର୍ତ୍ତତାଣଙ୍କ ମୃତଦେହ ସ୍କୁଲରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତେବେ ଭାଇଙ୍କ ମୃତ୍ୟୁ ନେଇ ସାନ ଭାଇ କହିଛନ୍ତି ଯେ,ଶିକ୍ଷକ ଜଣଙ୍କ ଧାର କରଜରେ ବୁଡି ରହିଥିଲା । ଏବଂ ସେଥିପାଇଁ ମାନସିକ ଦୁଶ୍ଚିନ୍ତାରେ ମଧ୍ୟ ଥିଲେ। ସେହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବେ ବୋଲି ସୂଚନା ରହିଛି । ନିମାପଡା ପୋଲିସ ମୃତଦେହ ଜବତ କରିବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସୂଚନା ରହିଛି ।  

   Related Posts