ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପରିଶ୍ରମ କଲେ ହିଁ କଂଗ୍ରେସ ଆଗକୁ ବଢିବ-ତାରା ବାହିନୀପତି

2/06/2022 at 11:35 AM

ଭୁବନେଶ୍ୱର ୦୨।୦୬: ସ୍ୱାସ୍ଥ୍ୟ ଗତ କାରଣରୁ ମୁଁ ଗତକାଲି କଂଗ୍ରେସର ବୈଠକରେ ଅନୁପସ୍ଥିତ ଥିଲି । ପ୍ରବଳ ଖରାରେ ବ୍ରଜରାଜନଗର ନିର୍ବାଚନରେ ପ୍ରଚାର କରିବା ପରେ ମୋ ଦେହ ଖରାପ ଥିଲା । ତେଣୁ ମୁଁ ଅନୁପସ୍ଥିତ ଥିଲି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ।

ସେହିପରି ପିସିସି ସଭାପତି ନ ମିଳିବାରୁ ତାରା ବାହିନୀ ପତିଙ୍କ ମନ ଦୁଃଖ ଅଛି କି ପ୍ରଶ୍ନରେ ତାରାଙ୍କ ଉତ୍ତର,  ମୋର ତ ମନ ନାହିଁ ଦୁଃଖ କେମିତି ହେବ । ଲୋକମାନେ ଚାହିଁଲେ କଂଗ୍ରେସର ସ୍ଥିତି ପରିବର୍ତ୍ତନ ହେବ । ପେଟ କାଢି ପିସିସି ସଭାପତିଙ୍କ ପଛରେ ବୁଲିଲେ କଂଗ୍ରେସ ଆଗକୁ ବଢି ପାରିବନି । ପରିଶ୍ରମ କଲେ ହିଁ କଂଗ୍ରେସ ଆଗକୁ ବଢିବ ।  କାନ କଥା ଶୁଣିବିନି ବୋଲି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି ମୁଁ ତାକୁ ସ୍ଵାଗତ କରୁଛି ।

   Related Posts