ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

Published By : Prameya-News7 Bureau | July 15, 2022 IST

ଭୁବନେଶ୍ବର ୧୫।୭: ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗରେ କେନ୍ଦ୍ର ଅବହେଳା କଥା । କାହିଁକି ଏଯାଏଁ ୧୨ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିନାହିଁ । ବିଜେଡି ସାଂସଦମାନେ ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ହେଲେ କୌଣସି ସୁଫଳ ମିଳିନାହିଁ । ବିଧାନସଭାର ସମସ୍ତ ବିଧାୟକ ଏକ ହୋଇ କେନ୍ଦ୍ର ନିକଟରେ ଦାବି କରନ୍ତୁ । ଆବାସ ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.