ସଡକ ଦୁର୍ଘଟଣାରେ ଟାଙ୍ଗୀ ଥାନା କନେଷ୍ଟବଳଙ୍କ ମୃତ୍ୟୁ
21/11/2023 at 6:00 PM

ଟାଙ୍ଗୀ ୨୧।୧୧: ସଡକ ଦୁର୍ଘଟଣାରେ ଟାଙ୍ଗୀ ଥାନା କନେଷ୍ଟବଳ (OAPF-38) (ଓଡିଶା ଅବ୍ଜ୍ୟୁଲାରୀ ପୋଲିସ ଫୋର୍ସ) ବିନୋଦ କହଁରଙ୍କ ମୃତ୍ୟୁ । ରାମେଶ୍ବର ଛକ ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଛି । ଏକ ଅପରିଚିତ ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ଖୋର୍ଦ୍ଧା ମେଡିକାଲରୁ ଟାଙ୍ଗୀ ଥାନାକୁ ନିଜ ବାଇକ୍ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ଏହି କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଟାଙ୍ଗୀ ଥାନାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
You Can Read :
Related Posts
ମିଗ୍ଜୋମ୍ ଆଣିଲା ବର୍ଷା: ବଢିବ ଶୀତ, ଖସିବ ରାତିର ପାରଦ
8 December 2023
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023