ତାମିଲ ଅଭିନେତା ସରନ ରାଜଙ୍କ ଦେହାନ୍ତ, କାର୍ ଦୁର୍ଘଟଣାରେ ଚାଲିଗଲା ଜୀବନ

ମୁମ୍ଵାଇ ୦୯।୦୬: ନିର୍ଦ୍ଦେଶକ ଭେତ୍ରିମାରନଙ୍କ ସହକାରୀ ନିର୍ଦ୍ଦେଶକ ତଥା ସପୋର୍ଟିଂ ଅଭିନେତା ସରନ ରାଜ । ବର୍ତ୍ତମାନ ସେ ଏକ କାର ଦୁର୍ଘଟଣାରେ ପରଲୋକ ହୋଇଛନ୍ତି। କେ.କେ ନାଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ସହଯୋଗୀ ଅଭିନେତା ପାଲାନିୟାପନ୍ ମଦ୍ୟପାନ କରି ତାଙ୍କ କାରକୁ ସରନ ରାଜଙ୍କ ବାଇକ ଉପରେ ଚଢାଇ ଦେଇଥିଲେ।  ଏହି କାରଣରୁ ସରନ ରାଜ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହି କାରଣରୁ … Continue reading ତାମିଲ ଅଭିନେତା ସରନ ରାଜଙ୍କ ଦେହାନ୍ତ, କାର୍ ଦୁର୍ଘଟଣାରେ ଚାଲିଗଲା ଜୀବନ