ରିମାଣ୍ଡରେ ଆସିବ ହନିଟ୍ରାପ୍ କୁଇନ୍ ଇରାନୀର ସ୍ବାମୀ, ଆବେଦନ କରିବ ତମାଣ୍ଡୋ ପୋଲିସ

ଭୁବନେଶ୍ବର ୧୫।୯: ଭୁବନେଶ୍ୱର ଇରାନୀ ଗ୍ୟାଙ୍ଗ୍ର ସଦସ୍ୟ ଗିରଫ ମାମଲାରେ ରିମାଣ୍ଡରେ ଆସିବ ଇରାନୀ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍ ଲିଙ୍କ୍ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ । ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ୩ ଜଣଙ୍କ ମଧ୍ୟରେ ଜଣେ ଡାକ୍ତର, … Continue reading ରିମାଣ୍ଡରେ ଆସିବ ହନିଟ୍ରାପ୍ କୁଇନ୍ ଇରାନୀର ସ୍ବାମୀ, ଆବେଦନ କରିବ ତମାଣ୍ଡୋ ପୋଲିସ