ସୌଭାଗ୍ୟ ନଗରରେ କାଉ ମଡକ, ବିଭିନ୍ନ ସ୍ଥାନରେ ମରି ପଡିଛନ୍ତି କାଉ
17/02/2020 at 11:00 AM

ଅନୁଗୁଳ ୧୭।୦୨: ତାଳଚେର ତାଳବେଡା ସୌଭାଗ୍ୟ ନଗରରେ କାଉ ମଡକ ଦେଖାଦେଇଛି । ସୋମବାର ଦିନ ପ୍ରାୟ ୧୦ଟି କାଉ ବିଭିନ୍ନ ଜାଗାରେ ମରି ପଡିଥିବା ଦେଖିବାକୁ ମିଳିଛି। ସେହିପରି ଦେଉଳବେଡା ମଙ୍ଗଳମ ନିକଟରେ ୫ଟି କାଉ ମରି ପଡିଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ କାଉ ମାନେ ମରିଛନ୍ତି ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହୋଇଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023