ରୁଟି ପାଇଁ ତଲାକ : ନା ମାନେ ନା

Published By : Prameya-News7 Bureau | July 11, 2018 IST

ଉତ୍ତରପ୍ରଦେଶ ମାହୋବର ଅଂଚଳରେ ରୁଟି ପୋଡିଯିବାରୁ ସ୍ତ୍ରୀକୁ ୩ ତଲାକ ଦେଇଛନ୍ତି ସ୍ୱାମୀ | ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିଲା ସ୍ୱାମୀ | ଏନେଇ ଥାନାରେ ଏତଲା ଦେଇଛନ୍ତି ମହିଳା ଜଣକ \ ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.