AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଜମିପଟ୍ଟା ମିଳିଲାନି, ତାତିଲେ ଲୋକେ: ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା

8/09/2022 at 12:21 PM

ପଦ୍ମପୁର ୦୮/୦୯: ଜମିପଟ୍ଟା ନମିଳିବାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ପକାଇଲେ ୪୨ ପରିବାର । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ୪୨ ଗୋଟି ପରିବାର ୧୯୭୬ ମସିହାରେ ସିଲିଂ ଜମି ଓ ଘର ପାଇଥିଲେ । ନିୟମ ଅନୁସାରେ ଏହି ଜମି ଦଖଲକାରୀଙ୍କ ନାମରେ ପଟା ହେବା କଥା । ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପଟା ପାଇନାହାନ୍ତି ।

ଏ ବିଷୟରେ ବିଭିନ୍ନ ସମୟରେ ପାଇକମାଲ ତହସିଲ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳ ପଦ୍ମପୁର କାର୍ଯ୍ୟାଳୟ ଠାରେ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ଫଳରେ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ତାଳାବନ୍ଦ କରିବା ସହ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।

   Related Posts