ଜମି ପଟ୍ଟା ଦାବିରେ ତହସିଲ ଅଫିସ ଘେରାଉ

Published By : Prameya-News7 Bureau | December 10, 2018 IST

କଳାହାଣ୍ଡି ୧୦|୧୨:  ଲାଞ୍ଜିଗଡ ତହସିଲଅଫିସ ଘେରାଉ । ଜଙ୍ଗଲ ଜମି ଅଧିକାର ଆଇନ ଓ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ଦାବିରେ ଶତାଧିକ ଡଙ୍ଗରିଆଝରଣିଆ କନ୍ଧ ଓ ସ୍ଥାନୀୟଲୋକଙ୍କ ତହସିଲ ଅଫିସ ଘେରାଉ । ନିୟମଗିରି ସୁରକ୍ଷା ସମିତି  ଓ ସଚେତନ ନାଗରିକ ମଞ୍ଚର ନେତୃତ୍ଵରେ ଘେରାଉ ହକରାଯାଇଥିଲା। କେନ୍ଦୁବର୍ଡୀ ଗାଁରେ ସରକାରୀ ଜମିରେ ରହିଅସୁଥିବା ଅଦିବାସୀଙ୍କୁ ହଟେଇବାକୁ  ବିରୋଧ । କମ୍ପାନୀମାନଙ୍କୁ ମାଗଣା ଜମି ବଣ୍ଟନ ବେଳେ ଅଦିବାସୀଙ୍କୁହଟାଇବାକୁ ବିରୋଧ  କରାଯାଇଛି । ଲାଞ୍ଜିଗଡ ବ୍ଲକ୍ରେ ବସୁନ୍ଧରା ଯୋଜନା ଓ ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.