oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କଟକରୁ ଜବତ ହେଲା ସିନ୍ଥେଟିକ୍ ପନିର, କୋଲକାତାରୁ ଆଣି କରୁଥିଲେ ବେପାର

30/12/2020 at 12:29 PM

କଟକ ୩୦।୧୨: ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ପନିର। ଅପମିଶ୍ରତ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଏହି ପନିର ଜବତ କରାଯାଇଛି । ଏହି ସିନ୍ଥେଟିକ୍ ପନିର କୋଲକତାରୁ ଆସିଥିବା ନେଇ ସୂଚନା ମିଳିଛି ।

୧ କ୍ବିଣ୍ଟାଲରୁ ଅଧିକ ଅପମିଶ୍ରିତ ସିନ୍ଥେଟିକ୍ ପନିର ଜବତ କରାଯାଇଛି । ଏହି ଅପମିଶ୍ରିତ ପନିର ଜବତ ହେବା ପରେ ସିଏମସି ଦ୍ବାରା ମାନ ଯାଞ୍ଚ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୋଲିସ । କୋଲକାତାରୁ ଏହି ଅପମିଶ୍ରିତ ପନିର ଆଣି ସେମାନେ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ ।

କେତେ ଦିନ ହେବ ଏଭଳି ପନିରରୁ ବଜାରରେ ଛଡାଯାଇଥିଦଲା ତାର ଖୋଳତାଡ କରୁଛି ପୋଲିସ । ତେବେ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହି ଭେଜାଲ ପନିର ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ । ତେଣୁ ଶୀଘ୍ର ଏହାର ଯାଞ୍ଚ କରାଯାଇ ବଜାରରେ ଥିବା ସମସ୍ତ ପନିରକୁ ଜବତ କରିବାକୁ ସାଧାରଣରେ ଦାବି ହେଉଛି ।

   Related Posts