Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ସୟଦ ୟାସିର ନଓ୍ଵାଜ୍ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ନିଯୁକ୍ତ

6/12/2020 at 8:26 PM

ଭୁବନେଶ୍ଵର ୦୬।୧୨: କଂଗ୍ରେସ ନିଜ ପାର୍ଟିର ସାଂଗଠନିକ ସ୍ଥିତି ମଜବୁତ ଲାଗି ପଦରେ ଅଦଳ ବଦଳ କରିଛି। ଓଡିଶା କଂଗ୍ରେସ ଛାତ୍ର ସଂଗଠନ ସଭାପତି ପରିବର୍ତ୍ତନ କରାଯାଇଛି। ସୟଦ ୟାସିର ନଓ୍ଵାଜ୍ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ୟାସିର ନଓ୍ଵାଜ୍‌ଙ୍କ ନିଯୁକ୍ତିକୁ ଏଆଇସିସି ସଭାପତି ଅନୁମୋଦ ଦେଇଛନ୍ତି। ଓଡିଶା ସହ ମୁମ୍ବାଇ ଛାତ୍ର କଂଗ୍ରେସର ମଧ୍ୟ ସଭାପତି ନିଯୁକ୍ତ କରାଯାଇଛି। ପ୍ରଦ୍ୟୁମ୍ନ ଯାଦବ ମୁମ୍ବାଇ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ।

   Related Posts