ଶୀତଦିନେ ଶରୀରକୁ ଉଷୁମ ରଖେ କନ୍ଦମୂଳ, ଜାଣନ୍ତୁ ଏହା କେତେ ସ୍ଵାସ୍ଥ୍ୟକର…

ନୂଆଦିଲ୍ଲୀ ୧୭।୧୧: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ମିଳିଥାଏ ।  ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌,  ଆଇରନ୍‌ ଓ ଭିଟାମିନ୍‌ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ  ବେଶ୍‌ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର ।  ଶୀତରେ ଶରୀରକୁ ହାଲ୍‌କା ଉଷୁମର ଆବଶ୍ୟକତା  ରହିଥାଏ । କନ୍ଦମୂଳ  ଶରୀରକୁ ଉଷୁମ  ରଖିବା ସହ ରୋଗ  ପ୍ରତିରୋଧକ  ଶକ୍ତି  ବଢାଇଥାଏ ।  ଏହାକୁ ସିଝାଇ ବା  … Continue reading ଶୀତଦିନେ ଶରୀରକୁ ଉଷୁମ ରଖେ କନ୍ଦମୂଳ, ଜାଣନ୍ତୁ ଏହା କେତେ ସ୍ଵାସ୍ଥ୍ୟକର…