oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ : ଜଲେସପଟା ଓ ଚକାପାଦ ଆଶ୍ରମରେ ସ୍ବତନ୍ତ୍ର ବ୍ୟବସ୍ଥା

2/09/2018 at 9:36 AM

କନ୍ଧମାଳ ୨|୯: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ । କନ୍ଧମାଳର ଜଲେସପଟା ଓ ଚକାପାଦ ଆଶ୍ରମରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳୁ କଳସ ଶୋଭାଯାତ୍ରା, ନାମଯଜ୍ଞ, ଧ୍ରୁତଯଜ୍ଞ, ଅନ୍ନଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଦି ଅନୁଷ୍ଠିତ ହେବ । ଯେଉଁଥିରେ ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଯୋଗ ଦେବେ । ସୁରକ୍ଷା ଦୃଷ୍ଟିରୁ ଚକାପାଦ ଆଶ୍ରମରେ ଗତକାଲିଠୁ ୧୦ ପ୍ଲାଟୁନd ପୋଲିସ ଫୋର୍ସ ମୁତୟନ କରାଯାଇଛି। ସିଆରପିଏଫ, ଏସଓଜି, ଡିବିଏଫ ଯବାନ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ଅଛନ୍ତି । ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନାରେ ଦୁଇ ଜଣ ଅତିରିକ୍ତ ଏସପି ଦୁଇ ଜଣ ଏସଡିପିଓ ଓ ୫ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ଅଛନ୍ତି। ସେହିପରି ଜଲେସପଟା ଆଶ୍ରମରେ ଦୁଇ ପ୍ଲାଟୁନd ପୋଲିସ ଫୋର୍ସ ମୁତୟନ କରାଯାଇଛି।

   Related Posts