previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ଭୁବନେଶ୍ବର ସାଲିଆ ସାହିରେ ‘ସ୍ବଛତା ହିଁ ସେବା ଅଭିଯାନ’ ଆରମ୍ଭ

15/09/2018 at 11:49 AM

ଭୁବନେଶ୍ବର ୧୫|୯: ଆଜିଠୁ ଆରମ୍ଭ ହୋଇଛି ‘ସ୍ବଚ୍ଛତା ହିଁ ସେବା ଅଭିଯାନ’ । ଏହି ଅଭିଯାନ ୨ ଅକ୍ଟୋବର (ଗାନ୍ଧି ଜୟନ୍ତୀ) ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ସାଲିଆ ସାହିରେ ମଧ୍ୟ ‘ସ୍ବଛତା ହିଁ ସେବା ଅଭିଯାନ’ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ସ୍ବଛତା ଅଭିଯାନରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସମ୍ବୋଧନ କରୁଥିବା ବେଳେ ସାଲିଆ ସାହିବାସୀ ସିଧାସଳଖ କଥା ହେବାର କାର୍ଯ୍ୟକ୍ରମ ରହିଛି ।

   Related Posts