କମିଶନରେଟ୍ ପୋଲିସ୍ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କ ସ୍ବାବ୍ ଟେଷ୍ଟରେ ଆସିଲା ନେଗେଟିଭ୍
29/04/2020 at 4:31 PM

କଟକ୨୯/୪: କମିଶନରେଟ୍ ପୋଲିସ୍ର ବରିଷ୍ଠ ଅଧିକାରୀଙ୍କ ସ୍ବାବ ଟେଷ୍ଟିଂ କରାଯାଇଛି। ଟେଷ୍ଟିଂ ପାଇଁ ଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଗତ ୨୭ ତାରିଖରେ ୧୨ ଜଣ ପୋଲିସ୍ ଅଧିକାରୀଙ୍କ ସ୍ବାବ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ଆଡିସିନାଲ ଡିସିପି, ଜଣେ ଏସିପି ଓ ୯ ଜଣ ଇନସ୍ପେକ୍ଟର ଥିଲେ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023