suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ହାତୀ ଆକ୍ରମଣରେ ଜଣେ ମୃତ, ଧାନ ଗଦା ସଜାଡି ରଖୁଥିବାବେଳେ ଦଳିଦେଲା ଦନ୍ତା
  • ||
  • ବୌଦ୍ଧ: ବହିରା ଛକରେ ସିରିଜ୍ ଦୁର୍ଘଟଣା, ୫ ବାଇକ୍‌କୁ ପିଟି ହୋଟେଲରେ ପଶିଲା ସ୍କର୍ପିଓ
  • ||

କମିଶନରେଟ୍ ପୋଲିସ୍‌ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କ ସ୍ବାବ୍ ଟେଷ୍ଟରେ ଆସିଲା ନେଗେଟିଭ୍

29/04/2020 at 4:31 PM

କଟକ୨୯/୪: କମିଶନରେଟ୍ ପୋଲିସ୍‌ର ବରିଷ୍ଠ ଅଧିକାରୀଙ୍କ ସ୍ବାବ ଟେଷ୍ଟିଂ କରାଯାଇଛି। ଟେଷ୍ଟିଂ ପାଇଁ ଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଗତ ୨୭ ତାରିଖରେ ୧୨ ଜଣ ପୋଲିସ୍‌ ଅଧିକାରୀଙ୍କ ସ୍ବାବ ପଠାଯାଇଥିଲା। ​‌ସେମାନଙ୍କ ମଧ୍ୟରେ ୨ ଜଣ ଆଡିସିନାଲ ଡିସିପି,  ଜଣେ ଏସିପି ଓ ୯ ଜଣ ଇନସ୍ପେକ୍ଟର ଥିଲେ।

   Related Posts