ସମୁଦ୍ର ଭିତରୁ ସନ୍ଦେହଜନକ ଅବସ୍ଥାରେ ପାରା ଉଦ୍ଧାର, ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍
8/03/2023 at 5:18 PM

ପାରାଦୀପ ୮।୩: ସମୁଦ୍ର ଭିତରୁ ସନ୍ଦେହଜନକ ଅବସ୍ଥାରେ ପାରା ଉଦ୍ଧାର । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍ ଲାଗିଥିବା ବେଳେ ପାରାଟି ଉଦ୍ଧାର ହୋଇଥିବା ଜଣାପଡ଼ିଛି । ପାରା ଦେହରେ ବିଦେଶୀ ଭାଷା ଲେଖାଥିବା ସୂଚନା ଥିବାବେଳେ ପାରାଦୀପରୁ କିଛି ମାଇଲ ଦୂରରେ ଏହାକୁ କିଛି ମାଛ ଧରା ଟ୍ରଲର ଠାବ କରିଥିଲେ । ମାଛ ଧରିବା ବେଳେ ସାରଥି ଟ୍ରଲର ପାରାକୁ ଉଦ୍ଧାର କରିଛି ବୋଲି କୁହାଯାଉଛି । ପାରାଦୀପ ମେରାଇନ ପୋଲିସକୁ ପାରାଟିକୁ ହସ୍ତାନ୍ତର କରାଯାଇଥିଲା ବେଳେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023