ସୁଶାନ୍ତ ମହାନ୍ତି ନୂଆ ସୂଚନା କମିଶନର ନିଯୁକ୍ତ, ପ୍ରକାଶ ପାଇଲା ବିଜ୍ଞପ୍ତି

Published By : Prameya-News7 Bureau | February 09, 2023 IST

ଭୁବନେଶ୍ଵର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ନୂତନ ସୂଚନା କମିଶନର। ଗୁରୁବାର ରାଜ୍ୟ ସରକାର ନୂଆ ସୂଚନା କମିଶନର ଭାବେ ସୁଶାନ୍ତ ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଏ ନେଇ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁଶାନ୍ତ ପୂର୍ବରୁ ଦୈନିକ ଖବରକାଗଜ ସମାଜର କାର୍ଯ୍ୟକାରୀ ସଂପାଦକ ଥିଲେ। ସେ ଦୀର୍ଘ ସମୟ ସମାଜରେ କାର୍ଯ୍ୟରତ ଥିଲେ। ଏହା ସହ ଓଡିଶା ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଦସ୍ୟ ଅଛନ୍ତି।

{"id":743628,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.