oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଆଦିତ୍ୟ ଚୋପ୍ରାଙ୍କୁ ୪ଘଣ୍ଟା ପଚରାଉଚୁରା କଲା ପୋଲିସ୍ : ୟଶରାଜ ଫିଲ୍ମସ୍ ସହ ସୁଶାନ୍ତଙ୍କ ଡିଲ୍ ରଦ୍ଦ ନେଇ ଖୋଳତାଡ଼

18/07/2020 at 2:43 PM

ମୁମ୍ବାଇ ୧୮/୭: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍ ୟଶରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ ପଚରାଉଚୁରା କରିଛି।

ସୂଚନା ଅନୁଯାୟୀ ଶନିବାର ସକାଳେ ମୁମ୍ବାଇ ପୋଲିସ୍ ଭର୍ସୋଭା ଷ୍ଟେସନରେ ଆଦିତ୍ୟ ଚୋପ୍ରାଙ୍କ ବୟାନ ରୁଜୁ କରିଛି। ପୋଲିସ୍ ପୂରା ୪ଘଣ୍ଟା ଯାଏଁ ଆଦିତ୍ୟଙ୍କୁ ପଚରାଉଚୁରା କରିଛି। ଏପେ ପୋଲିସ୍ ଆଦିତ୍ୟଙ୍କୁ କ’ଣ ପଚାରିଛି,ଆଦିତ୍ୟ କ’ଣ କହିଛନ୍ତି,ଏବିଷୟରେ କୌଣସି ବୟାନ ଜାରି କରାଯାଇ ନାହିଁ।

କିଛି ଦିନ ତଳେ ରିୟା ଚକ୍ରବର୍ତ୍ତୀ କହିଥିଲେ ଯେ ସୁଶାନ୍ତ ନିଜେ ୟଶରାଜ ଫିଲ୍ମସ ସହ ନିଜ କଣ୍ଟ୍ରାକ୍ଟ ଶେଷ କରିଥିଲେ ଏହା ସହିତ ସେ ରିୟାଙ୍କୁ ମଧ୍ୟ ଏପରି କରିବାକୁ କହିଥିଲେ। ପୋଲିସ୍ ରିୟାଙ୍କ ଏହି ବୟାନ ମଧ୍ୟ ରୁଜୁ କରିଥିଲା।

   Related Posts