ବିଧାୟକ ସୁଶାନ୍ତ କୁମାର ରାଉତ କରୋନା ଆକ୍ରାନ୍ତ

Published By : Prameya-News7 Bureau | September 01, 2020 IST

ଭୁବନେଶ୍ୱର୧/୯: ଭୁବନେଶ୍ବର ଉତ୍ତର ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ କରୋନା ଆକ୍ରାନ୍ତ। ଏହା ପୂର୍ବରୁ ମଧ୍ୟ ଅନ୍ୟ ବିଧାୟକ, ନେତା ଓ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେ କରୋନା ଆକ୍ରାନ୍ତ ବୋଲି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.