ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ କାର୍‌ନାମା, କୋହଲି-ରୋହିତଙ୍କୁ ପକାଇଲେ ପଛରେ…

ମୁମ୍ବାଇ ୦୯।୦୮ : ଶେଷରେ ଚମକିଲେ ସୂର୍ଯ୍ୟ । ଆଉ ଗର୍ଜିଲା ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ । ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ୟ ଟି-୨୦ରେ ଖେଳିଛନ୍ତି ବିସ୍ଫୋରକ ପାରି । ୪୪ ବଲ୍‌ରେ ୧୮୮ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳିଛନ୍ତି ୮୩ ରନ୍‌ । ଯାହାଫଳରେ ତୃତୀୟ ଟି-୨୦ ମ୍ୟାଚ୍‌ରେ ଘରୋଇ ଟିମ୍‌କୁ ୭ ଓ୍ୱିକେଟ୍‌ରେ ହରାଇଛି ଭ୍ରମଣକାରୀ ଦଳ । ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । … Continue reading ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ କାର୍‌ନାମା, କୋହଲି-ରୋହିତଙ୍କୁ ପକାଇଲେ ପଛରେ…