ଶତାଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

Published By : Prameya-News7 Bureau | December 23, 2019 IST

ମାଲକାନଗିରି ୨୩।୧୨: ଲାଲ୍‌ବାହୀନିକୁ ଝଟ୍‌କା । ପୋଲିସ ନିକଟରେ ଶତାଧିକ ମାଓ ସମର୍ଥକ ଆତ୍ମ ସମର୍ପଣ କରିଛନ୍ତି । ପୋଲିସ ନିକଟରେ ୨୫୦ରୁ ଅଧିକ ମାଓ ସମର୍ଥକ ଆତ୍ମ ସମର୍ପଣ କରିଛନ୍ତି ।

{"id":201383,"sizeSlug":"large"}

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ୨୫୦ ଜଣ ମାଓ ସମର୍ଥକ ପୋଲିସ ନିକଟରେ ଆତ୍ମସମର୍ପଣ କହିଛନ୍ତି । ନକ୍ସଲଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଏହି ଆଦିବାସୀ ମାନେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା କରିଛନ୍ତି ମାଲକାନଗିରି ଏସ୍‌ପି । ଏମାନେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଗେଇ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.