ବିଶ୍ବ ରେକର୍ଡର ନିଶା : ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ କାରନାମା କରିଛନ୍ତି କିଛି ଲୋକ, ଦେଖନ୍ତୁ

Published By : Prameya-News7 Bureau | December 16, 2018 IST

 ୱାର୍ଲଡ଼ ରେକର୍ଡ କରିବାରେ କିଛିଲୋକଙ୍କର ଜବାବ ନାହିଁ। ଏମିତି କିଛି ଲୋକ ନିଜ କଳାରୁ ବିଚିତ୍ର ଚମତ୍କାର କରି ଲୋକଙ୍କୁ ଆଚମ୍ୱିତକରି ରେକର୍ଡ ଭାଙ୍ଗିଛନ୍ତି।

{"id":64282,"width":558,"height":399}


୧.ଏଜରବୀଜାନ ଦେଶରେ ଥିବା ଏତିବାରନାମକ ବ୍ୟକ୍ତି ଜଣେ କିକ୍ ବକ୍ସିଂ ପ୍ରଶିକ୍ଷକ। ବ୍ୟକ୍ତି ଜଣକ ନିଜ ଶରୀରରେ ସବୁଠୁ ଅଧିକ ଚାମଚ ଲଗେଇ ରଖିବା କ୍ଷେତ୍ରରେ ୱାର୍ଲଡ଼ ରେକର୍ଡ କରିଛନ୍ତି। ତାଙ୍କ ଶରୀରରେ ଗୋଟେ ବିଶେଷ ଚୁମ୍ୱକୀୟ ଶକ୍ତି ଅଛି।

{"id":64283,"width":548,"height":411}


୨. ଏହିପରି ଇଜିପ୍ଟର ଜଣେ ବାସିନ୍ଦାମୁସ୍ତାଫା ଇସମାଇଲ ଦୁନିଆର ଏକମାତ୍ର ବ୍ୟକ୍ତି ଯାହାର ବାହୁ ୩୧ ଇଂଚ। ଏହି କାରଣରୁ ମୁସ୍ତାଫାଙ୍କନାଁ ୱାର୍ଲଡ଼ ରେକର୍ଡରେ ସାମିଲ ହୋଇଛି।

{"id":64284,"width":547,"height":391}


୩. ଜର୍ମାନୀର ରାଫେଲ ବକହୋଲ୍ସ ଦୁନିଆର ପ୍ରଥମ ଏମିତି ମଣିଷ ଯିଏ ନିଜ ମୁହଁ ଉପରେ ୪୫୩ କଣା କରି ୱାଲର୍ଡ ରେକର୍ଡ କରିଛନ୍ତି।

{"id":64285,"width":555,"height":359}


୪. ସ୍ୱିଜରଲ୍ୟାଣ୍ଡର ଫ୍ରେଡିନାକ୍ ଜର୍ମାନୀରେ ଥିବା ସବୁଠୁ ଉଚ୍ଚା ପର୍ବତର (୨୯୬୨ମି) କେବଲ୍ କାରରେ ଚଢି ନିଜକୁ ବାଲଂନ୍ସ କରିବାରେୱାଲର୍ଡ ରେକର୍ଡ କରିଛନ୍ତି।

{"id":64287}

୫. ଜନ୍ ଈୱଂସ ନାମକ ଜଣେ ବ୍ୟକ୍ତିନିଜ ମୁଣ୍ଡ ଉପରେ ୧୫୯.୬ କିଲୋଗ୍ରାମର କାର ରଖି  ବିଶ୍ୱରେକର୍ଡ କରିଥିଲେ।୧୯୯୯ ମସିହାରେ ସେ ଏହି ରେକର୍ଡ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.