ସୁରତ ଦୁଷ୍କର୍ମ ପୀଡିତା ଓଡିଶାର କି ?
16/04/2018 at 9:29 AM

ଗୁଜରାଟ ସୁରଟ ଅଂଚଳରେ ଦୁଷ୍କର୍ମ କରାଯାଇଥିବା ନାବାଳିକା ଓଡିଶାର ବୋଲି ସନ୍ଦେହ କରାଯାଉଛି
ଓଡିଶା ଡିଜିଙ୍କ ସହ ଗୁଜରାଟ ପୋଲିସ ଆଲୋଚନା କରୁଛି
୯ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ବର୍ବର ଭାବେ ହତ୍ୟା କରାଯାଇଛି
ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି
ନାବାଳିକା ଦେହରେ ୮୬ କ୍ଷତ ଚିହ୍ନ ଥିବା ଜଣାପଡିଛି
୬ଅପ୍ରିଲରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା
ପରିଚୟ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି
କ୍ରାଇମବ୍ରାଞ୍ଚ ପୁରା ମାମଲାର ଛାନଭିନ କରୁଛି
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023