LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁଣି ଆରମ୍ଭ ହେଲା କଂଗ୍ରେସର କେଁ ! ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

10/06/2018 at 8:54 AM

କଂଗ୍ରେସର ନୂତନ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ସଭାପତି ନିଯୁକ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ – “କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଏକ ସ୍ବାତଯୋଗ୍ୟ ପଦକ୍ଷେପ…ଏହାଦ୍ବାରା କଂଗ୍ରେସ ଆହୁରି ମଜଭୁତ ହେବ…One man one post କୁ ବିରୋଧ…କହିଲେ ମୁଁ ଗାନ୍ଧି କି ଗୋପବନ୍ଧୁ ନୁହେଁ…ନିର୍ବାଚନ ମଣ୍ଡଳୀ ପାଇଁ ଦିନରାତି ଘଟୁଛି…ଯଦି One man one post ଲାଗୁ କରାଯାଏ ତାହେଲେ ସଙ୍ଗଠନ ହେବ ନାହିଁ, କିଏ କାହିଁକି ଖଟିବ…ସଭାପତିଙ୍କୁ ଅନୁରୋଧ କରୁଛି, ଏଭଳି ନିଷ୍ପତ୍ତିରୁ ଓହରନ୍ତୁ…ଯଦି ଏଭିଳି ଲାଗୁ ହୁଏ, ନିଜେ ସଭାପତି ଓ କାର୍ଯ୍ୟକାରୀ ସଭପତି ନିର୍ବାଚନ ଲଢି ପାରିବେ ନାହିଁ ”
ପୂର୍ବତନ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାସଙ୍କ ପ୍ରତିକ୍ରିୟା – “ପରିବର୍ତ୍ତନକୁ ମୁଁ ସ୍ବାଗତ କରୁଛି…୧୮ ବର୍ଷ ଧରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଥିଲି…ଦଳର ମଜବୁତ ପାଇଁ ପରିବର୍ତ୍ତନ କରିଛନ୍ତି…ମୁଁ ଆହୁରି ସକ୍ରିୟ ହୋଇ ଦଳ ପାଇଁ କାମ କରିବି…One man one postକୁ ବିରୋଧ କଲେ…

Leave a Reply

   Related Posts