ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

କଂଗ୍ରେସ ଦଳ ମହାସମୁଦ୍ର, କିଏ ଗଲେ ଆସିଲେ ପଡିବନି ଫରକ୍: ସୂର ରାଉତରାୟ

2/10/2021 at 9:53 AM

ଭୁବନେଶ୍ୱର ୦୨/୧୦: ପିସିସି କାର୍ଯ୍ୟକାରୀ ସଭାପତି ଭକ୍ତ ଦାସ ଓ ପ୍ରଦୀପ ମାଝୀ ରାହୁଲ ଗାନ୍ଧୀଙ୍କୁ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ବାରମ୍ବାର ଦିଲ୍ଲୀ ଗସ୍ତ କରି ଅଯଥାରେ ଦଳକୁ ବଦନାମ କରିବା ଛଡା ଆଉ କିଛି ନୁହଁ । ଯଦି ଦଳରେ ରହିବାର ଅଛି ରୁହ ଆଉ ଯଦି ଦଳ ଛାଡିବାର ଅଛି ଛାଡ଼ ।

କଂଗ୍ରେସ ଦଳ ମହାସମୁଦ୍ର । କିଏ ରହୁ କି ଯାଉ କିଛି ଫରକ ପଡିବନି ବୋଲି ସ୍ପଷ୍ଟ କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ଏଠି କାହା ପାଇଁ କିଛି ଫରକ ପଡିବନି ବୋଲି ସିଧାସଳଖ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଇତରାୟ ।

   Related Posts