scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟରେ ଆରମ୍ଭ ହେଲା ସୁନେତ୍ର ଯୋଜନା: ଚକ୍ଷୁ ରୋଗର ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇଦେବେ ରାଜ୍ୟ ସରକାର

15/01/2019 at 4:59 PM

ଭୁବନେଶ୍ବର୧୫|୧: ଆଜି ଠୁ ରାଜ୍ୟରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ସୁନେତ୍ର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ଚକ୍ଷୁ ରୋଗର ସମସ୍ତ ସେବା ମାଗଣାରେ ଯୋଗାଇଦେବେ । ଚକ୍ଷୁ ପରୀକ୍ଷା,ମାଗଣା ଚଷମା, ମୋତିଆବିନ୍ଦୁ ଅପରେସନ ଠୁ ଆରମ୍ଭ କରି ଚକ୍ଷୁ ରୋଗ ସେବା ମିଳିବ । ୫ ବର୍ଷରେ ରାଜ୍ୟ ସରକାର ଏହି ଯୋଜନାରେ ୬ ଶହ ୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

   Related Posts