ରାଜ୍ୟରେ ଆରମ୍ଭ ହେଲା ସୁନେତ୍ର ଯୋଜନା: ଚକ୍ଷୁ ରୋଗର ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇଦେବେ ରାଜ୍ୟ ସରକାର
15/01/2019 at 4:59 PM
ଭୁବନେଶ୍ବର୧୫|୧: ଆଜି ଠୁ ରାଜ୍ୟରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ସୁନେତ୍ର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ଚକ୍ଷୁ ରୋଗର ସମସ୍ତ ସେବା ମାଗଣାରେ ଯୋଗାଇଦେବେ । ଚକ୍ଷୁ ପରୀକ୍ଷା,ମାଗଣା ଚଷମା, ମୋତିଆବିନ୍ଦୁ ଅପରେସନ ଠୁ ଆରମ୍ଭ କରି ଚକ୍ଷୁ ରୋଗ ସେବା ମିଳିବ । ୫ ବର୍ଷରେ ରାଜ୍ୟ ସରକାର ଏହି ଯୋଜନାରେ ୬ ଶହ ୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

Related Posts
ଜାଗା ବିବାଦକୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ତାଲା, ଥାନାରେ ପହଞ୍ଚିଲା ମାମଲା
28 January 2023
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023