ହକି ଗଡ଼ରେ ବାଜି କାହାର ? ୨୦୨୪ ନିର୍ବାଚନ ଲାଗି ପ୍ରଚାରରେ କମ୍ପିଲାଣି ସୁନ୍ଦରଗଡ଼

Published By : Prameya-News7 Bureau | April 15, 2024 IST

ଭୁବନେଶ୍ୱର ୧୫।୦୪ : ଘୋଷଣା ହୋଇଛି ତାରିଖ । ପ୍ରାର୍ଥୀ ବି ପ୍ରଚାର ମୈଦାନରେ । କିଏ ହାତେଇବ ଗଡ଼ । ସେଥିପାଇଁ ଚାଲିଛି ଜୋରଦାର ପ୍ରୟାସ । ପ୍ରାର୍ଥୀ ସାଙ୍ଗକୁ କର୍ମୀ ବି ପୁରା ଯୋଶ୍‌ରେ ଅଛନ୍ତି । ଏହିକ୍ରମରେ ଆସନ୍ତୁ ଜାଣିବା ସୁନ୍ଦରଗଡ଼ ଲୋକସଭା ଆସନରେ କେମିତି ରହିଛି ରାଜନୈତିକ ଉଷ୍ମତା ? ଏହି ଆସନରୁ ବିଜେପି ଜୁଏଲ୍‌ ଓରାମଙ୍କୁ ରିପିଟ୍‌ କରିଥିବା ବେଳେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ଟିକେଟ୍‌ ଦେଇଛନ୍ତି । ସେହିପରି କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କ ସୁନ୍ଦରଗଡ଼ରୁ ଲୋକସଭା ପ୍ରାର୍ଥୀ କରିଛି । 

ତେବେ ଆସନ୍ତୁ ଦେଖିବା ସୁନ୍ଦରଗଡ଼ ଲୋକସଭା ଆସନକୁ ନେଇ ହୋଇଥିବା ଆମର ସ୍ୱତନ୍ତ୍ର ରିପୋର୍ଟ ‘ରାଜନୀତି ୨୦୨୪’...


  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.