ଭିଜିଲାନ୍ସ ଜାଲରେ ବିଶ୍ରା ରେଞ୍ଜ ବନ୍ଧମୁଣ୍ଡା ଫରେଷ୍ଟର
1/06/2018 at 4:55 AM

ଭିଜିଲାନ୍ସ ଜାଲରେ ଫରେଷ୍ଟର । ବିଶ୍ରା ରେଞ୍ଜ ବନ୍ଧମୁଣ୍ଡା ଫରେଷ୍ଟର ବିପିନ ରକ୍ସାଙ୍କୁ ଧରିଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । ବନ୍ଧମୁଣ୍ଡା କାର୍ଯ୍ୟାଳୟ, ରାଉରକେଲାର ବାସନ୍ତୀ କଲୋନୀ, ସୁନ୍ଦରଗଡ ମହାଦେବପଡା ନିଜ ଘର, ସୁନ୍ଦରଗଡ ଦେଉଳିସ୍ଥିତ ଶ୍ବଶୁର ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରୋ ରେଡ କରାଯାଇଛି ।
Related Posts
ଆକ୍ସନ ମୋଡ଼ରେ ପ୍ରଶାସନ, ବାଲିଘାଟରେ ଲାଗିଲା ୧୪୪ ଧାରା
7 June 2023